ଭୁବନେଶ୍ବର: କେନ୍ଦ୍ର ଗୃହ ଓ ସହକାରିତାମନ୍ତ୍ରୀ ଅମିତ ଶାହ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ସାଆଁଳପୁରରେ ଏକ ସାଧାରଣ ସଭା କରିବେ। ଏନେଇ ବିଜେପି ନେତ୍ରୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେଲେଖାଶ୍ରୀ କହିଛନ୍ତି, ମାର୍ଚ୍ଚ୨୬ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହାଓଡ଼ିଶାଗସ୍ତରେଆସିବେ।ପ୍ରଥମେଭଦ୍ରକଜିଲ୍ଲାଆରଡ଼ିଠାରେବାବାଆଖଣ୍ଡଳମଣିଙ୍କଦର୍ଶନକରିବେକେନ୍ଦ୍ରଗୃହମନ୍ତ୍ରୀ।ଏହାପରେଧାମନଗରବିଧାନସବାନିର୍ବାଚନମଣ୍ଡଳୀରସାଆଁଳପୁରପଡ଼ିଆରେ ସେବିରାଟସାଧାରଣସଭାକରିବାସହିତସେଠାରେକାର୍ଯ୍ୟକର୍ତ୍ତାଙ୍କୁସମ୍ବୋଧିତକରିବେ।ସେଠାରେବିଜେପିରକର୍ମୀମାନଙ୍କୁଭେଟିବାସହିତସେମାନଙ୍କୁଗୁରୁମନ୍ତ୍ରଦେବେଗୃହମନ୍ତ୍ରୀ।
ଏହାପରେ ଭୁବନେଶ୍ବର ଆସି ଶ୍ରୀ ଶାହ ଦଳର ବରିଷ୍ଠ ନେତୃବୃନ୍ଦ, ସମସ୍ତ ପଦାଧିକାରୀ, ସାଂସଦ ଓ ବିଧାୟକଙ୍କୁ ନେଇ ବୈଠକ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ସେହି ଦିନ ସେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/6aeffd5b-7bc0-4955-ad27-280e06a759db.jpg)