କଟକ: ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ମାଧ୍ୟମିକ ଶିକ୍ଷା ବୋର୍ଡ ସଂପାଦିକା ଜାହାନାରା ବେଗମଙ୍କ ସୂଚନା ଅନୁଯାୟୀ ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ । ତେବେ କେଉଁ ତାରିଖରେ ତାହା ପ୍ରକାଶ ପାଇବ ସେ ସଂପର୍କରେ କିଛି କହି ନଥିଲେ।ସେ କହିଥିଲେ ଯେ ନିର୍ଭୁଲ ଏବଂ ସଠିକ୍ ମୂଲ୍ୟାୟନ ଲାଗି ଅଧିକ ସମୟ ଲାଗୁଛି।
ମଇ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ
/sambad/media/post_attachments/wp-content/uploads/2019/05/Matric-Exam-Result_Thumbnail.jpg)