ନବୀନ ନିବାସରେ ହୁସେନ ରବି ଗାନ୍ଧୀ

ଭୁବନେଶ୍ବର : ପୁଣି ଥରେ ନବୀନ ନିବାସରେ ଆବିର୍ଭାବ ହୋଇଛନ୍ତି ବିଜେଡି ନେତା ହୁସେନ ରବି ଗାନ୍ଧୀ। ୨୦୧୪ ସାଧାରଣ ନିର୍ବାଚନ ବେଳେ ତାଙ୍କ ପ୍ରତି କିଛିଟା ଅଣଦେଖା ହୋଇଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ଏ ନେଇ ଶ୍ରୀଗାନ୍ଧୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସେ ସୁପ୍ତ ଅବସ୍ଥାରେ ଥିଲେ ଏବେ ବିଜେଡି ସଭାପତି ଯାହା ଦାୟିତ୍ବ ଦେବେ ସେ ତାକୁ ତୁଲାଇବେ। ଆଗକୁ ବିଜୁ ଜନତା ଦଳ ପାଇଁ ମଧ୍ୟ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର