ଆଇଏଏସ୍ ସ୍ତରରେ ଅଦଳବଦଳ : ପର୍ଯ୍ୟଟନ ନିର୍ଦ୍ଦେଶକ ହେଲେ ଆର୍‌ପି ସିଂହ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ୨୦୦୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଆର୍‌.ପି ସିଂହଙ୍କୁ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ନିତିନି ଭାନୁଦାସ ଜାୱଲେଙ୍କର ପର୍ଯ୍ୟଟନ ନିର୍ଦ୍ଦେଶକ ପଦରୁ ବଦଳି ହେବା ପରେ ଅର୍ଚ୍ଚନା ପଟ୍ଟନାୟକ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ବରେ ଥିଲେ। ସେହିପରି ୨୦୦୭ ବ୍ୟାଚ୍‌ର ଆଇଏଏସ୍‌ ବଲୱନ୍ତ ସିଂହଙ୍କୁ କୃଷି ବିପଣନ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର