କଟକ: ଆଇ କୋର ସର୍ଭିସେସ ଠକେଇ ସଂପର୍କିତ ମାମଲାର ଆଜି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଛି। ଆବେଦନକାରୀ ଓ ସିବିଆଇ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ନଭେମ୍ବର ୨୭ରେ ଆବେଦନର ଶୁଣାଣି କରି ନିମ୍ନ ଅଦାଲତ ମାମଲାର ବିଚାର ପ୍ରକ୍ରିୟା ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁରେଶ ଚନ୍ଦ୍ର ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।
ଆଇକୋର ସର୍ଭିସେସ୍ ମାମଲାରେ ସିବିଆଇ ଚାର୍ଜସିଟକୁ ଚାଲେଞ୍ଜ
/sambad/media/post_attachments/wp-content/uploads/2018/11/CBI-raids-in-6-states-NIOS-examinations-irregularity-case-735x389.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)