ସୁନ୍ଦରଗଡ଼/ସମ୍ବଲପୁର : ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତୋଡ଼ା ସଂରକ୍ଷିତ ଜଙ୍ଗଲର ତାଳଡିହି ମହୁରମା ଠାରେ ଏକ ଜଙ୍ଗଲୀ ହାତୀ ଅସୁସ୍ଥ ହୋଇ ପଡ଼ିଛି। ବନ୍ୟପ୍ରାଣୀ ଡାକ୍ତର ହାତୀର ଚିକିତ୍ସା କରୁଥିଲେ ହେଁ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହେଉନାହିଁ।
ସେହିପରି ସମ୍ବଲପୁର ବନଖଣ୍ଡ ସଦର ବନାଞ୍ଚଳର ଛାମୁଣ୍ଡା-କୁଶାମୁରା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ଅସୁସ୍ଥ ହାତୀ ଘୂରି ବୁଲୁଥିଲା। ବନ ବିଭାଗ ଏହି ହାତୀଟିକୁ ଠାବ କରିବା ପରେ ରବିବାର ସକାଳେ ଚିକିତ୍ସା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/ele-5.jpg)