ଦଶପଲ୍ଲା: ପୋଖରୀ ହୁଡ଼ାରେ ପଡ଼ିଛି ଅପରିପକ୍ୱ ଭ୍ରୂଣ

ଦଶପଲ୍ଲା: ଶନିବାର ପୂର୍ବାହ୍ନରେ କୁଞ୍ଜବନ ଗଡ଼ସ୍ଥିତ ପୃଷ୍ଟିସାଗର (ବଡ଼ ପୋଖରୀ) କୂଳରେ ଏକ ଅପରିପକ୍କ୍ଵ ଭ୍ରୂଣ ପଡ଼ିଥିବା ଦେଖାଯାଇଛି।

ପୋଖରୀକୁ ଗାଧୋଇ ଯାଇଥିବା ଲୋକମାନେ ଏହାକୁ ଦେଖି ପୁଲିସକୁ ଖବର ଦେଇଥିଲେ।

ଦଶପଲ୍ଲା ପୁଲିସ ଏବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର