ଭୁବନେଶ୍ବର: ଆଜି ସାଢ଼େ ୩ଟାରେ ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା ହେବ। ଏହି ବୈଠକରେ ଯୋଗ ଦେଇଥିବା ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ପ୍ରତାପ ଜେନା ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ କେତେକ ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡାକରା ଆସିଛି। ଏହି ବୈଠକରେ ବିଜେପି-ବିଜେଡି ମେଣ୍ଟ ନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।
ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ: ବିଜେପି ସହ ମେଣ୍ଟ ନେଇ ଆଲୋଚନା!
/sambad/media/post_attachments/wp-content/uploads/2024/03/da82efe3-39e5-45d6-91ed-1bcf672a6569.jpeg)