ପାଳଲହଡ଼ା : ଜଙ୍ଗଲରୁ ଏକ ବଜ୍ରକାପ୍ତା ଆଣି ପାଳଲହଡ଼ା ଥାନା ପଟାମୁଣ୍ଡ ଗାଁ ସନ୍ତୋଷ ମହାକୁଳଙ୍କ ଘରେ ରଖି ବିକ୍ରି କରିବାକୁ ମସୁଧା ଚାଲିଥିବା ବନ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ବିଭାଗୀୟ କର୍ମଚାରୀ ଛଦ୍ମବେଶରେ ଚଢ଼ଉକରି ବଜ୍ରକାପ୍ତାଟିକୁ ଜୀବନ୍ତ ଉଦ୍ଧାର କରିବା ସହ ୪ ଜଣଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପଟାମୁଣ୍ଡ ଗାଁର ସନ୍ତୋଷ ମହାକୁଳ, କୈଳାସ ନାଏକ, ଦେବଗଡ଼ ଜିଲ୍ଲା ଟାଇଁସିରାର ଗଣନାଥ ନାଏକ ଓ କେନ୍ଦୁଝର ଜିଲ୍ଲା ଜଗମୋହନପୁରର ରମେଶ ଚନ୍ଦ୍ର ମୁଣ୍ଡା।
ବଜ୍ରକାପ୍ତା ଉଦ୍ଧାର, ୪ ଗିରଫ
/sambad/media/post_attachments/wp-content/uploads/2019/11/giraf-bajrakapta-chora.jpg-ff.jpg)