କ୍ରିସ୍‌ ଏଲ୍ଇଡିକୁ ଇଣ୍ଡିଆଜ୍ ସିଗ୍ନେଚର ବ୍ରାଣ୍ଡସ୍ ଆଓ୍ବାର୍ଡ

ଭୁବନେଶ୍ୱର: କ୍ରିସ୍ ଇଣ୍ଡିଜିନିୟସ୍ ଟେକ୍ନିକାଲ ଇକ୍ୱିପମେଣ୍ଟ ପ୍ରାଇଭେଟ ଲିମିଟେଡ୍‌କୁ ଇଣ୍ଡିଆଜ୍ ସିଗ୍ନେଚର ବ୍ରାଣ୍ଡସ୍ ୨୦୨୦ ଆୱାର୍ଡ ମିଳିଛି। କଂପାନିକୁ ବେଷ୍ଟ୍‌ ବ୍ରାଣ୍ଡ୍‌ ଅଫ୍‌ ଦି ଇୟର୍‌ ଭାବେ ପୁରସ୍କୃତ କରାଯାଇଇି। ଗୋଆଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କ୍ରିସ୍ ଏଲ୍ଇଡିର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ମହାନ୍ତି ବଲିଉଡ । କ୍ରିସ୍‌ ଏଲ୍‌ଇଡି ଏବେ ଦକ୍ଷ ଲାଇଟିଂ ସମାଧାନ ପ୍ରଦାନ ପ୍ରଦାନ ଦିଗରେ କାର୍ଯ୍ୟ କରୁଛି। ଏହା ମଧ୍ୟରେ କମର୍ସିଆଲ ଲାଇଟ, ଇଣ୍ଡଷ୍ଟ୍ରିଆଲ ଲାଇଟ, ଆଉଟଡୋର ଲାଇଟ, ଷ୍ଟ୍ରିଟ ଲାଇଟ ଏବଂ ଆର୍କିଟେକଚର ଲାଇଟ ରହିଛି। ବ୍ୟକ୍ତିଗତ ଏବଂ ବାଣିଜ୍ୟିକ ଗ୍ରାହକଙ୍କ ଆବଶ୍ୟକତାକୁ କମ୍ପାନି ଗୁରୁତ୍ୱ ଦେଉଛି। ସୋଲାର ଲାଇଟ, ସୋଲାର ଲଣ୍ଠନ, ସୋଲାର ଇନଭର୍ଟର, ସୋଲାର ପ୍ୟାନେଲ ଲାଇଟ, ଏଲ୍‌ଇଡି ଟିଭି, ସିସିଟିଭି ବର୍ଗରେ ମଧ୍ୟ କମ୍ପାନି ଡିଲ୍‌ କରୁଛି। ଏଲ୍‌ଇଡି ଲାଇଟିଂର ଚାହିଦା ବଢିଥିବାରୁ କମ୍ପାନି ଏହି କ୍ଷେତ୍ରରେ ଏକ ଅଗ୍ରଣୀ ସ୍ଥାନ ହାସଲ କରିଥିବା ସୂଚନା ଦେଇଛି।

ସମ୍ବନ୍ଧିତ ଖବର