ଭୁବନେଶ୍ବର : ଆଜି ଏଠାରେ ଇନ୍ଫର୍ମେସନ୍ ଟେକ୍ନୋଲୋଜି ଆସୋସିଏସନ୍ ଅଫ୍ ଓଡ଼ିଶା(ଆଇଟିଏଓ)ର ୧୯ତମ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘର କର୍ମକର୍ତ୍ତା ନିର୍ବାଚନ ହୋଇଛି। ଅବିନାଶ ପଟ୍ଟନାୟକ ସଭାପତି ନିର୍ବାଚିତ ହୋଇଥିବା ବେଳେ ରଂଜିତ ପଣ୍ଡା, ଉପସଭାପତି ଏବଂ ଦେବାଶିଷ ତ୍ରିପାଠୀ ସମ୍ପାଦକ ହୋଇଛନ୍ତି। ସେହିଭଳି ରାଧାକାନ୍ତ ଭଟ୍ଟରାୟ କୋଷାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp