ବାଲୁଗାଁ/ବାଣପୁର : ଚିଲିକା ନୌସେନା ତାଲିମ୍ କେନ୍ଦ୍ରରେ ପ୍ରଶିକ୍ଷଣ ଗ୍ରହଣ କରିଥିବା ୨୯୮୩ ଜଣ ନାବିକଙ୍କ ପାସିଂ ଆଉଟ୍ ପ୍ୟାରେଡ଼୍ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଭାଇସ୍ ଆଡ୍ମିରାଲ୍ ଏକେ ଚାଓଲା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିବା ସହ ଯୋଗ୍ୟ ପ୍ରଶିକ୍ଷାର୍ଥୀମାନଙ୍କୁ ଟ୍ରଫି ଓ ମେଡାଲ ପ୍ରଦାନ କରିଥିଲେ। କାର୍ଯ୍ୟଦକ୍ଷତା, ଇଚ୍ଛାଶକ୍ତି ଏବଂ ନିଷ୍ଠାକୁ ଅନୁପାଳନ କରି ଦେଶ ରକ୍ଷାରେ ବ୍ରତୀ ହେବାକୁ ଭାଇସ୍ ଆଡ୍ମିରାଲ୍ ଏକେ ଚାଓଲା ପରାମର୍ଶ ଦେଇଥିଲେ। ଏଥିରେ ଆଇଏନ୍ଏସ୍ ଚିଲିକାର କମୋଡ଼ର ଋତୁରାଜ ସାହୁ ଉପସ୍ଥିତ ଥିଲେ।
ଆଇଏନ୍ଏସ୍ ଚିଲିକାର ୨୯୮୩ ପ୍ରଶିକ୍ଷାର୍ଥୀଙ୍କ ପାସିଂ ଆଉଟ୍ ପ୍ୟାରେଡ୍
/sambad/media/post_attachments/wp-content/uploads/2020/01/BSC_6889.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)