ବିଧାନସଭା ଅଧିବେଶନ: କଳିଙ୍ଗନଗର ଗୁଳିକାଣ୍ଡ ତଦନ୍ତ ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ୱର: ବହୁଚର୍ଚ୍ଚିତ କଳିଙ୍ଗନଗର ଗୁଳିକାଣ୍ଡ ରିପୋର୍ଟ ଗୁରୁବାର ବିଧାନସଭାରେ ଉପସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ଜଷ୍ଟିସ ପିକେ ମହାନ୍ତି ତଦନ୍ତ କମିଶନ ଏହାକୁ ଉପସ୍ଥାପନ କରିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି। ୨୦୦୬ ଜାନୁଆରୀରେ ଘଟିଥିବା ଗୁଳିକାଣ୍ଡରେ ୧୫.୫ ଲକ୍ଷ କ୍ଷତିପୂରଣ ଭାବେ ପ୍ରଦାନ କରାଯାଇଛି। ସେହିଭଳି ମୃତକଙ୍କ ପରିବାରକୁ ଚାକିରି ଅଫର କରାଯାଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର