ଡିପିଆଇଆଇଟିର ନିର୍ଦ୍ଦେଶକ ହେଲେ ଓଡିଶା କ୍ୟାଡର ଆଇପିଏସ ନିଖିଲ କୋନୋଡିଆ 

0

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା କେନ୍ଦ୍ରୀୟ ଡେପୁଟେସନ ପାଇଁ ସୁପାରିଶ କରାଯାଇଥିବା ୨୦୦୩ ବ୍ୟାଚ ଆଇପିଏସ ଅଫିସର ନିଖିଲ କୁମାର କାନୋଡିଆଙ୍କୁ କେନ୍ଦ୍ର ଶିଳ୍ପ ପ୍ରେତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି)ର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । କେନ୍ଦ୍ରୀୟ ଷ୍ଟାଫିଙ୍ଗ ସ୍କିମରେ ତାଙ୍କୁ ୫ ବର୍ଷ ପାଇଁ ଅବସ୍ଥାପିତ କରାଯାଇଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.