ଆଇପିଏସ ସୁଧା ସିଂହଙ୍କର ସିବିଆଇକୁ ବଦଳି

ଭୁବନେଶ୍ବର : ଜଗତସିଂହପୁର ଏସ୍‌ପି ତଥା ୨୦୦୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌ ସୁଧା ସିଂହ କେନ୍ଦ୍ରକୁ ଡେପୁ‌ଟେସନ୍‌ରେ ଯିବେ। ଏନେଇ ରାଜ୍ୟ ସରକାର ଅନୁମତି ପ୍ରଦାନ କରିସାରିଥିବା ଜଣାପଡ଼ିଛି। କେନ୍ଦ୍ରରେ ସିବିଆଇ ଏସ୍‌ପି ଭାବେ କାର୍ଯ୍ୟ କରିବେ। ତାଙ୍କର ଏହି ବଦଳି ୪ ବର୍ଷ ପାଇଁ ହୋଇଥିବା ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଚିଠିରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର