ଭୁବନେଶ୍ୱର: ୨୦୦୮ ବ୍ୟାଚ୍ ଆଇପିଏସ୍ ଅଫିସର ସତ୍ୟଜିତ ନାୟକଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ଏସ୍ପି ଭାବରେ ନିଯୁକ୍ତି ମିଳିଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଏସ୍ପି ଭାବରେ କାର୍ଯ୍ୟରତ ସତ୍ୟଜିତ ମହାନ୍ତି ୪ ବର୍ଷ ପାଇଁ ଏନ୍ଆଇଏ ଏସ୍ପି ଭାବେ ଦାୟିତ୍ୱରେ ରହିବେ।
ଆଇପିଏସ୍ ଅଧିକାରୀ ସତ୍ୟଜିତ ନାୟକଙ୍କୁ ଏନ୍ଆଇଏ ଏସ୍ପି ପଦରେ ନିଯୁକ୍ତି
/sambad/media/post_attachments/wp-content/uploads/2019/01/nia.jpg)