ଆଇପିଏସ ସୁଧା ସିଂହଙ୍କୁ ଦିଲ୍ଲୀ ସିବିଆଇକୁ ବଦଳି

ଭୁବନେଶ୍ବର : ଜଗତସିଂହପୁର ଜିଲ୍ଲା ଏସପି ଭାବେ କାର୍ଯ୍ୟରତ ୨୦୦୬ ବ୍ୟାଚ ଆଇପିଏସ ଅଫିସର ସୁଧା ସିଂହଙ୍କୁ ଦିଲ୍ଲୀ ସିବିଆଇର ଏସପି ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀମତି ସିଂହଙ୍କ ବଦଳି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର