ଯାଜପୁର: ଯାଜପୁର ଜିଲ୍ଲା ହାଟପାଟଣା ଅଞ୍ଚଳରେ ଆଇଟି ଚଢ଼ାଉ କରାଯାଉଛି। ଜଣେ ବିଦ୍ୟୁତ ଠିକାଦାରଙ୍କ ବାସଭବନରେ ଏହି ଆଇଟି ଚଢ଼ାଉ ଜାରି ରହିଛି । ଏହି ରେଡ୍ ଠିକାଦାର ଧରଣୀ ସାହୁଙ୍କ ଘରେ କରାଯାଉଥିବା ଜଣାପଡିଛି । ଗୁପ୍ତ ସୂଚନା ପାଇବା ପରେ ଠିକାଦାର ଧରଣୀ ସାହୁଙ୍କ ଘରେ ୭ଜଣିଆ ଆଇଟି ଟିମ୍ ପକ୍ଷରୁ ଚଢାଉ ଆରମ୍ଭ ହୋଇଥିବା କୁହାଯାଉଛି ।
ବିଦ୍ୟୁତ ଠିକାଦାରଙ୍କ ବାସଭବନରେ ଆଇଟି ଚଢ଼ାଉ
/sambad/media/post_attachments/wp-content/uploads/2024/05/9-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)