ଦିଲ୍ଲୀ ଏମ୍ସ ବାହାରେ ମା’ ସହ ବୁଲିଲା କାଳିଆ

ନୂଆଦିଲ୍ଲୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଦ୍ୱୟଙ୍କ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ସଫଳ ଅସ୍ତ୍ରୋପଚାର ପରେ ବାହାରେ ବୁଲିଛନ୍ତି। ଅପରେସନ ପରେ ଜଗା ପୂର୍ବରୁ ଇଣ୍ଡିଆ ଗେଟ୍‌ ଏବଂ ଜଗନ୍ନାଥ ମନ୍ଦିର ବୁଲିଥିବା ବେଳେ କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ବ୍ୟାପକ ଉନ୍ନତି ଆସିଛି। କାଳିଆ ଏମ୍ସ ହସ୍ପିଟାଲ ବାହାରେ ବୁଲିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର