ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ। ଆଜି ଗୃହରେ ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଧେୟକ-୨୦୨୦ ପାରିତ ହୋଇଯାଇଛି। ୧୦୦ ଏକର ପରିବ୍ୟାପ୍ତ ଜମିରେ କଟକ ଜିଲ୍ଲା ଡମପଡ଼ା ନିକଟ ବାଁଆରା ଠାରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ସାମାଜିକ, ବୈଦିକ ବିଜ୍ଞାନ ବିଷୟରେ ପିଲାମାନେ ପାଠପଢ଼ିବେ। ସେହିଭଳି ଏହି ବିଶ୍ୱବିଦ୍ୟାଳୟରେ ଯୋଗ ବିଜ୍ଞାନ, ମାନସକ ଓ ବୈଦିକ ବିକାଶ ବିଷୟରେ ଶିକ୍ଷାଦାନ ଦିଆଯିବ।
କଟକ ଡମପଡ଼ା ବାଁଆରା ଠାରେ ପ୍ରତିଷ୍ଠା ହେବ ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ
/sambad/media/post_attachments/wp-content/uploads/2019/11/Odisha-assembly-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)