ଯାଜପୁର ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨

କ୍ର. ବ୍ଲକ୍‌, ମୋଟ ପଞ୍ଚାୟତ ସଂଖ୍ୟା, ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍‌ ସଂଖ୍ୟା, କେଉଁ ଦଳର ସମର୍ଥିତ ପ୍ରାର୍ଥୀ

୧ ଯାଜପୁର, ୨୬, ସ୍ବର୍ଣ୍ଣଲତା ପରିଡ଼ା, ନିର୍ଦ୍ବନ୍ଦ୍ବ, ବିଜେଡି
୨ ବରୀ, ୨୯, ଅ‌େଶାକ ଗେଡ଼ି, ୧୬, ବିଜେଡି
୩ ବିଂଝାରପୁର, ୨୯, ରଂଜିତା କୁମାରୀ ଦାସ, ନିର୍ଦ୍ବନ୍ଦ୍ବ, ବିଜେଡି
୪ ଦଶରଥପୁର, ୩୫, ଦିଗମ୍ବର ମଲ୍ଲିକ, ନିର୍ଦ୍ବନ୍ଦ୍ବ, ବିଜେଡି
୫ କୋରେଇ, ୨୮, ଜୟନ୍ତୀ ଦଳେଇ, ନିର୍ଦ୍ବନ୍ଦ୍ବ, ବିଜେଡି
୬ ଦାନଗଦୀ, ୨୩, ଅର୍ଚ୍ଚନା ଦାସ, ୧୪, ବିଜେଡି
୭ ସୁକିନ୍ଦା, ୨୫, ବିଦ୍ୟରଂଜନ ବରାଳ, ୨୦, ବିଜେଡି
୮ ରସୁଲପୁର, ୨୮, ଅରୁଣ ରାଉତ, ନିର୍ଦ୍ବନ୍ଦ୍ବ, ବିଜେଡି
୯ ଧର୍ମଶାଳା, ୪୫, ପ୍ରଭାତ କୁମାର ବଳବନ୍ତରାୟ, ନିର୍ଦ୍ବନ୍ଦ୍ବ, ବିଜେଡି
୧୦ ବଡ଼ଚଣା, ୪୩, ମିନତି, ସେନାପତି, ୨୯, ବିଜେଡି

ସମ୍ବନ୍ଧିତ ଖବର