ଯାଜପୁର ସାଂସଦ ଅସୁସ୍ଥ

ଯାଜପୁର : ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ଏକ ଛୋଟ ଅସ୍ତ୍ରୋପଚାର ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ବହୁ ଶୁଭେଚ୍ଛୁ ଓ ସମର୍ଥକ ଶ୍ରୀମତୀ ସେଠୀଙ୍କ ଆଶୁ ଆରୋଗ୍ୟକାମନା କରିଛନ୍ତି।

ସମ୍ବନ୍ଧିତ ଖବର