ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨: ଜଗତସିଂହପୁର

କ୍ର. ବ୍ଲକ୍‌, ମୋଟ ପଞ୍ଚାୟତ ସଂଖ୍ୟା, ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍‌ ସଂଖ୍ୟା, କେଉଁ ଦଳର ସମର୍ଥିତ ପ୍ରାର୍ଥୀ

୧. ଜଗତସିଂହପୁର – ୩୦, କନକପ୍ରଭା ‌ଲେଙ୍କା, ନିର୍ଦ୍ବନ୍ଦ୍ବ, ବିଜେଡି
୨. ନାଉଗାଁ – ୧୬, ତ୍ରିଷ୍ଣା ଲେଙ୍କା, ୧୧, ବିଜେଡି
୩. କୁଜଙ୍ଗ – ୨୮, ନିନାରାଣୀ ସାହୁ, ୧୯, ବିଜେଡି
୪. ତିର୍ତ୍ତୋଲ – ୨୯,  ମନୋଜ କୁମାର ବେହେରା, ୧୨, ବିଜେଡି
୫. ରଘୁନାଥପୁର – ୧୯,  ଲକ୍ଷ୍ମୀ ବେହେରା, ନିର୍ଦ୍ବନ୍ଦ୍ବ, ବିଜେଡି
୬. ବିରିଡ଼ି – ୨୧,  ମମତା ପାତ୍ର, ୧୨,  ବିଜେଡି
୭. ଏରସମା –  ୨୫,  ଲକ୍ଷ୍ମୀପ୍ରିୟା ମହାପାତ୍ର, ୧୬,  ବିଜେଡି
୮. ବାଲିକୁଦା – ୩୦,  ପ୍ରକାଶ ଚନ୍ଦ୍ର ପ୍ରଧାନ, ୧୯,  ବିଜେଡି

ସମ୍ବନ୍ଧିତ ଖବର