ଭୁବନେଶ୍ବର : ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କୁ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ବିଜେପୁରରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବାରୁ ଏହି ନିର୍ବାଚନମଣ୍ଡଳୀ ଉପରେ ସମସ୍ତଙ୍କ ନଜର ରହିଛି। ଜିତୁ ଇତିମଧ୍ୟରେ ତାଙ୍କୁ ଦିଆଯାଇଥିବା ଦାୟିତ୍ବ ନିର୍ବାହ କରିବା ଆରମ୍ଭ କରିଛନ୍ତି।
ଜିତୁ ପଟ୍ଟନାୟକ ହେଲେ ବିଜେପୁର ସହ-ପର୍ଯ୍ୟବେକ୍ଷକ
/sambad/media/post_attachments/wp-content/uploads/2019/04/Jitu-Patnaik-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)