ସାମ୍ବାଦିକଙ୍କ ମାତୃ ବିୟୋଗ

ସମ୍ବଲପୁର : ‘ସମ୍ବାଦ’ ସମ୍ବଲପୁର ସଂସ୍କରଣରେ କାର୍ଯ୍ୟରତ ସହସଂପାଦକ ନେତ୍ରାନନ୍ଦ ପ୍ରଧାନଙ୍କ ମା’ କମଳା ପ୍ରଧାନଙ୍କ ଶନିବାର ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସର୍ଥ ହୋଇଥିଲା। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ହିର୍ଲିପାଲି ଗ୍ରାମର ମୂଳ ନିବାସୀ କମଳା ପ୍ରଧାନ ସମ୍ବଲପୁର ପଟ୍ଟନାୟକ ପଡ଼ାରେ ଏକମାତ୍ର ପୁଅ ନେତ୍ରାନନ୍ଦଙ୍କ ସହ ରହୁଥିଲେ। ମୃତ୍ୟୁଶଯ୍ୟା ନିକଟରେ ପରିବାର ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର