କନିଷ୍ଠ ଓଏଏସ୍‌ ବର୍ଗରେ ଅଦଳବଦଳ

ଭୁବନେଶ୍ୱର : ଆଜି ରାଜ୍ୟ ସରକାର କନିଷ୍ଠ ଓଏଏସ୍‌ ବର୍ଗରେ ଅଦଳବଦଳ କରିଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ତହସିଲଦାର, ଉପଜିଲ୍ଲାପାଳ, ବିଡିଓ ସମେତ ୬ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର

Comments are closed.