ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨: କଳାହାଣ୍ଡି

କ୍ର. ବ୍ଲକ୍‌, ମୋଟ ପଞ୍ଚାୟତ ସଂଖ୍ୟା, ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍‌ ସଂଖ୍ୟା, କେଉଁ ଦଳର ସମର୍ଥିତ ପ୍ରାର୍ଥୀ
୧. କଲମପୁର -୧୧, ମୋତି ବିହାରୀ, ନିର୍ଦ୍ବନ୍ଦ୍ବ, ସ୍ବାଧୀନ
୨. କର୍ଲାମୁଣ୍ଡା -୧୨, କୁନି ସାହୁ, ନିର୍ଦ୍ବନ୍ଦ୍ବ, ବିଜେଡି
୩. କେସିଙ୍ଗା -୨୬, ଚନ୍ଦନ କୁମାର ସେନାପତି, ୧୫, ବିଜେଡି
୪. କୋକସରା -୨୨, ରୀତା ଅଗ୍ରୱାଲ, ନିର୍ଦ୍ବନ୍ଦ୍ବ, ସ୍ବାଧୀନ
୫. ଗୋଲାମୁଣ୍ଡା -୨୮, ବିନ୍ଦୁ ମହାନନ୍ଦ, ୧୪, ସ୍ବାଧୀନ
୬. ଜୟପାଟଣା -୨୨, ଥବିର ବାଗ, ନିର୍ଦ୍ବନ୍ଦ୍ବ, ବିଜେପି
୭. ଜୁନାଗଡ଼ -୩୪, ସବିତା ମେହେର, ୨୩, ବିଜେଡି
୮. ଥୁଆମୂଳ ରାମପୁର -୨୪, ଦୟାନିଧି ମାଝୀ, ୧୬, ବିଜେଡି

୯. ଧର୍ମଗଡ଼ -୨୪, ବବିତା ପଟ୍ଟଯୋଶୀ, ନିର୍ଦ୍ବନ୍ଦ୍ବ, ସ୍ବାଧୀନ
୧୦. ନର୍ଲା -୨୬, ମନୋରମା ମହାନ୍ତି, ୧୮, ବିଜେଡି
୧୧. ଭବାନୀପାଟଣା -୩୬, ପ୍ରଫୁଲ୍ଲ କୁମାର ସାହୁ, ନିର୍ଦ୍ବନ୍ଦ୍ବ, ବିଜେପି
୧୨. ମଦନପୁର ରାମପୁର -୧୯, ମନ୍ଦାକିନୀ ସିଂଦେଓ ,୧୪, ବିଜେଡି
୧୩. ଲାଞ୍ଜିଗଡ଼ -୨୬, କମଳା ପାତ୍ର ,୧୬, ବିଜେଡି

ସମ୍ବନ୍ଧିତ ଖବର