ଭୁବନେଶ୍ବର : କୃଷକର ଜୀବନ ଜୀବିକା ବୃଦ୍ଧି ପାଇଁ ସହାୟତା ତଥା ରୋଜଗାର ବୃଦ୍ଧି କରିବା ଲକ୍ଷ୍ୟରେ ୧୦ ହଜାର େକାଟି ଟଙ୍କାର ‘କାଳିଆ’ (କୃଷକ ଆସିଷ୍ଟାନ୍ସ ଫର୍ ଲାଇଭ୍ଲିହୁଡ୍ ଆଣ୍ଡ ଇନକମ୍ ଅଗମେଣ୍ଟେସନ୍) େଯାଜନାକୁ ଗତକାଲି ରାଜ୍ୟ କ୍ୟାବିନେଟ୍ ସ୍ବୀକୃତି ଦେଇଥିଲା। ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
କାଳିଆ ଯୋଜନାର ବିଜ୍ଞପ୍ତି ଜାରି
/sambad/media/post_attachments/wp-content/uploads/2018/12/kalia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)