ଭୁବନେଶ୍ୱର : ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଧ୍ୟାପକ ଡ.କାଳିକିଙ୍କର ପଟ୍ଟନାୟକ ‘ଆସୋସିଏସନ୍ ଫର୍ ଇଂଗ୍ଲିସ୍ ଷ୍ଟଡିଜ୍ ଅଫ୍ ଇଣ୍ଡିଆ’ (ଏଇଏସ୍ଆଇ)ର ପୂର୍ବାଞ୍ଚଳ ସଭ୍ୟ ରୂପେ ପୁନର୍ବାର ନିର୍ବାଚିତ ହୋଇଛନ୍ତି। ଜାନୁଆରି ୧୯ରେ ହାଇଦ୍ରାବାଦସ୍ଥିତ ଓସ୍ମାନିଆ ୟୁନିଭର୍ସିଟି ସେଣ୍ଟର୍ ଫର୍ ଇଣ୍ଟରନାସ୍ନାଲ୍ ପ୍ରୋଗ୍ରାମ୍ସରେ ଅନୁଷ୍ଠିତ ନିର୍ବାଚନରେ ସେ ନିର୍ବାଚିତ ହୋଇଛନ୍ତି। ଏକମାତ୍ର ଓଡ଼ିଆ ଭାବେ ଦ୍ୱିତୀୟ ଥର ପାଇଁ ସେ ଏହି ସଫଳତା ହାସଲ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।
କାଳିକିଙ୍କର ପଟ୍ଟନାୟକ ଏଇଏସ୍ଆଇର ପୂର୍ବାଞ୍ଚଳ ସଭ୍ୟ ନିର୍ବାଚିତ
/sambad/media/post_attachments/wp-content/uploads/2018/02/Kaliakenkar.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)