ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ତହସିଲଦାର ଶରତ ଚନ୍ଦ୍ର ମଲ୍ଲିକ ଆଜି ଜଣେ ବ୍ୟକ୍ତିଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତହସିଲଦାର ଶ୍ରୀ ମଲ୍ଲିକ ବାଲି ପରିବହନ କାରବାର କରିଥିବା ଟ୍ରାକ୍ଟରର ମାଲିକ ହେମନ୍ତ କୁମାର ବେହେରାଙ୍କୁ କୌଣସି ହଇରାଣ ହରକତ ନ କରିବା ପାଇଁ ଶ୍ରୀ ମଲ୍ଲିକ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବୋଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲେ।
ଉଦଳା: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କପ୍ତିପଦା ତହସିଲଦାର
/sambad/media/post_attachments/wp-content/uploads/2018/01/Baripada-Tehsildar.jpg)