ଭୁବନେଶ୍ୱର: ମହାରାଷ୍ଟ୍ରର କାର୍ତିକେୟ ଗୁପ୍ତା ଚନ୍ଦ୍ରେଶ ୩୭୨ ନମ୍ବରରୁ ୩୪୬ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେହିପରି ବମ୍ବେ ଜୋନର ସବନମ୍ ସହାୟ ଝିଅଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି । ସବନମ୍ ୩୦୮ନମ୍ବର ରଖି ଏହି ସଫଳତା ପାଇଛନ୍ତି । ଓଡ଼ିଶା ପାଇଁ ଖୁସି ଖବର ହେଲା ଏସସି ବର୍ଗରେ ସର୍ବଭାରତୀୟ ସ୍ତରରେ ଟପ୍ପର ଭୁବନେଶ୍ୱରର ସମ୍ବିତ ବେହେରା ହୋଇଛନ୍ତି । ତେବେ ତାଙ୍କର ଅଲ୍ ଇଣ୍ଡିଆ ର୍ୟାଙ୍କ୍ ୪୫ ରହିଛି। ଏହା ସହ ଖଡଗପୁର ଜୋନର ଓଡ଼ିଆ ପୁଅ ସାୟନ୍ତନ ଧର ୫ ନମ୍ବର ଟପ୍ପର ହୋଇଛନ୍ତି ।
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ
/sambad/media/post_attachments/wp-content/uploads/2019/06/jee_topper_660_061419034425-660x430.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)