କେନ୍ଦ୍ରାପଡ଼ା: ବିଜୁଳି ଆଘାତରେ ଜଣେ ମୃତ

କେନ୍ଦ୍ରାପଡ଼ା: ରବିବାର ବିଜୁଳି ଆଘାତରେ କେନ୍ଦ୍ରପଡ଼ା ଜିଲ୍ଲା ଅନ୍ତର୍ଗତ କରିଲୋପାଟଣା ଗ୍ରାମର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ପାଣି ପମ୍ପ୍‌ ଚଳାଉଥିବାବେଳେ କୌଣସି କାରଣରୁ ରଞ୍ଜନ ନାୟକଙ୍କୁ ବିଜୁଳି ଆଘାତ ଲାଗିଥିଲା। ତୁରନ୍ତ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର