କେନ୍ଦୁଝର ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨

କ୍ର. ବ୍ଲକ୍‌, ମୋଟ ପଞ୍ଚାୟତ ସଂଖ୍ୟା, ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍‌ ସଂଖ୍ୟା, କେଉଁ ଦଳର ସମର୍ଥିତ ପ୍ରାର୍ଥୀ

୧ ହରିଚନ୍ଦନପୁର, ୨୫, ସୁନେଲି ନାୟକ, ନିର୍ଦ୍ବନ୍ଦ୍ବ, ବିଜେଡି
୨ ଘଟଗାଁ, ୨୭, ଗୀତାଞ୍ଜଳି ନାୟକ, ୨୨, ବିଜେଡି
୩ ପାଟଣା, ୨୦, ସୁକାନ୍ତୀ ନାଏକ, ନିର୍ଦ୍ବନ୍ଦ୍ବ, ବିଜେଡି
୪ ସାହାରପଡ଼ା ,୨୦, ରୀନା ନାୟକ, ନିର୍ଦ୍ବନ୍ଦ୍ବ, ବିଜେଡି
୫ ଚମ୍ପୁଆ, ୨୨, ସୁରେଶ ଚନ୍ଦ୍ର ନାଏକ, ୧୪, ବିଜେଡି
୬ ଆନନ୍ଦପୁର, ୧୮, ଅଂଜନା ବାରିକ, ନିର୍ଦ୍ବନ୍ଦ୍ବ, ବିଜେଡି
୭ ତେଲକୋଇ, ୨୨, ବିକ୍ରମ ନାୟକ, ନିର୍ଦ୍ବନ୍ଦ୍ବ, ବିଜେଡି
୮ ହାଟଡିହି, ୩୧, ସାବିତ୍ରୀ ସେଠୀ, ନିର୍ଦ୍ବନ୍ଦ୍ବ, ବିଜେଡି
୯ ବାଂଶପାଳ, ୨୧, ମାନସ ଦେହୁରୀ, ନିର୍ଦ୍ବନ୍ଦ୍ବ, ବିଜେଡି
୧୦ ଯୋଡ଼ା, ୧୯, କବୀନ୍ଦ୍ର ନାଏକ, ନିର୍ଦ୍ବନ୍ଦ୍ବ, ବିଜେଡି
୧୧ କେନ୍ଦୁଝର, ୨୫, ଜ୍ୟୋତିର୍ମୟୀ ନାଏକ, ନିର୍ଦ୍ବନ୍ଦ୍ବ, ବିଜେଡି
୧୨ ଝୁମ୍ପୁରା, ୨୨, ମାଳତୀ ନାଏକ, ନିର୍ଦ୍ବନ୍ଦ୍ବ, ବିଜେଡି
୧୩ ଘସିପୁରା, ୨୫, ସୁଜାତା ସାହୁ, ନିର୍ଦ୍ବନ୍ଦ୍ବ, ବିଜେଡି

ସମ୍ବନ୍ଧିତ ଖବର