କେନ୍ଦୁଝର: ଶୁକ୍ରବାର ଅପରାହ୍ଣରେ ତେଲକୋଇରୁ ହୁନ୍ଦୁଳା ଠାରେ ଯାତ୍ରା ପରିବେଶଣ କରିବାକୁ ଯାଉଥିବା ଶ୍ରୀମାଧବ ଅପେରାର ଏକ ଟ୍ରକ୍‌ ଭିଆର୍‌ଓ କ୍ୟାମ୍ପ୍‌ ନିକଟସ୍ଥ ଜନ୍ତାରି ଘାଟିରେ ଓଲଟି ପଡ଼ିବା ଯୋଗୁଁ ସେଥିରେ ଥିବା ୭ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

କାଞ୍ଜିପାଣି ଥାନା ପୁଲିସ ଏହି ଦୁର୍ଘଟଣାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।