ବାରିପଦା : କେଶରୀଆ ହିନ୍ଦୁ ବାହିନୀ ପକ୍ଷରୁ ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତ ଓ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍ଟାର ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏଥିସହିତ ମନ୍ତ୍ରୀ ଶ୍ରୀ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । କେଶରିଆ ହିନ୍ଦୁ ବାହିନୀ ଉପ-ସଭାପତି ଅନ୍ତର୍ଯ୍ୟାମୀ କାନୁନୁଗୋଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶାନ୍ତନୁ ଦାସ, ସୁଜୟ ପଣ୍ଡା, ସୁବ୍ରତ ମୁଖୀ, ଅନୁପ ବେହେରା, ପୃଥୀରାଜ ଦାସ, ଅର୍ଜୁନ ଦାସ, ସୌମିତ୍ର ଘୋଷ, ଇନ୍ଦୁଭୂଷଣ ଜେନା, ସାଗରୀକା ଦାସ, ବିଜୟଲକ୍ଷ୍ମୀ ଜେନା ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।
ପରୀ ହତ୍ୟାକାଣ୍ଡରେ ନ୍ୟାୟ ଦାବି କଲା କେଶରୀଆ ହିନ୍ଦୁ ବାହିନୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ
/sambad/media/post_attachments/wp-content/uploads/2020/12/keshariya-hindu-bahini.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)