ଖମାର : ସରକାରୀ କାର୍ଯ୍ୟରେ ଅବହେଳା ଏବଂ ପ୍ରଶାସନିକ ଦକ୍ଷତାର ଅଭାବ ପାଇଁ ପାଳଲହଡ଼ା ବ୍ଲକ୍‌ ଖମାର ରେଞ୍ଜର ଚନ୍ଦ୍ରଶେଖର ଗଡ଼ନାୟକଙ୍କୁ ଗତକାଲି ଚାକିରିରୁ ନିଲମ୍ବିତ କରାଯାଇଛି। ତାଙ୍କୁ ରାଉରକେଲା ସର୍କଲ୍‌ ଅଫିସ୍‌ ସହିତ ଯୋଡ଼ା ଯାଇଥିବା ବେଳେ ତାଙ୍କ ଜାଗାରେ ବାରକୋଟ୍‌ ରେଞ୍ଜର୍‌ଙ୍କ ଦିବ୍ୟଶଙ୍କର ବେହେରାଙ୍କୁ ଦାୟିତ୍ବ ଦିଆଯାଇଛି।

Advertisment