ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଦେଶ କିଷାନ କଂଗ୍ରେସର ପ୍ରଚାର କମିଟି

ଭୁବନେଶ୍ବର : ଆସନ୍ତା ୧୬ ତାରିଖରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେଉଛି। ରାଜ୍ୟ କଂଗ୍ରେସର ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ବିଜୟ ପାଇଁ ପିସିସି କିଷାନ କଂଗ୍ରେସର ଅଧ୍ୟକ୍ଷ ଅମିୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରଚାର କମିଟି ଗଠନ କରାଯାଇଛି। କମିଟିରେ ଶଶିଭୂଷଣ ପାତ୍ର, ସୁବାସ ରାଉତ, ଉମେଶ ସାହୁ, ପ୍ରେମାନନ୍ଦ ସ୍ବାଇଁ, ବୃନ୍ଦାବନ ଖଟେଇ, ସାନନ୍ଦ ମିଶ୍ର, ଦାଶରଥୀ, ସାହୁ, ପ୍ରିୟବ୍ରତ ପ୍ରଧାନ, ଗୋବିନ୍ଦୁ ମିଶ୍ର, ଭବାନୀ ଶଙ୍କର ରଥ, କୃଷ୍ଣଚନ୍ଦ୍ର ନେପାକ, ବିପ୍ରବର ସାହୁ, ଭୀମସେନ ପ୍ରଧାନ, ସଦାନନ୍ଦ ଓଝା, ନରେନ୍ଦ୍ର ରାଉତ, ନିମାଇ ଚରଣ ଜେନା, ନର ନାରାୟଣ ଜେନା, ଯଶୋଦା ନନ୍ଦନ ସିଂହ, ନିରଞ୍ଜନ ବେହେରା, ସନ୍ତୋଷ କୁମାର ସାହୁ, ଦେବେନ ସାହୁ, ଦେବେନ୍ଦ୍ର କୁମାର ରାଓ, ଉପେନ୍ଦ୍ର ସାହୁ, ଭଗବାନ ଜେନା, ମହେନ୍ଦ୍ର ପରିଡ଼ା, ସ୍ବପ୍ନେଶ୍ବର ପୃଷ୍ଟି, ନରେନ୍ଦ୍ର ପଣ୍ଡା, ସରୋଜ ରଥ, ସମରେନ୍ଦ୍ର ପରିଚ୍ଛା, ଅରବିନ୍ଦ ସାମଲ, ନାରାୟଣ ପରିଡ଼ା, ସାଇ ପ୍ରସାଦ ପାତ୍ର, ରାମ ବିଶ୍ବସରାୟ, ଧ୍ରୁବଚରଣ ପରିଡ଼ା, ରାମ ନାରାୟଣ ମହାପ୍ତି ପ୍ରମୁଖ ରହିଛନ୍ତି।

ସମ୍ବନ୍ଧିତ ଖବର