କୋରାପୁଟ: ତୃତୀୟ ଥର ପାଇଁ କୋରାପୁଟ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି କଂଗ୍ରେସର ନେତ୍ରୀ ନମିତା ମାଝି। ପୁର୍ବରୁ ସେ ଦୁଇଥର କୋରାପୁଟ ଦଖଲ କରି ଥିବାବେଳେ ଆଜି ମଧ୍ୟ ସେ ଦଳର ପ୍ରାର୍ଥୀଙ୍କ ଠାରୁ ସମର୍ଥନ ପାଇଁ ନିର୍ବାଚିତ ହୋଇଛନ୍ତି।
ଏହାସହ ନମିତା ଆଗରୁ ମଧ୍ୟ ଦୁଇଥର ଉପାଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଛନ୍ତି। ୧୪ଟି ସମିତିସଭ୍ୟଙ୍କ ମଧ୍ୟରୁ ଆଜି ତାଙ୍କୁ ୯ଟି ଭୋଟ ମିଳିଥିଲା। ଏହି ବିଜୟ ଶ୍ରେୟକୁ ସେ କର୍ମୀ ଓ ନେତାଙ୍କୁ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/2-9.jpg)