କୋରାପୁଟ ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨

କ୍ର. ବ୍ଲକ୍‌, ମୋଟ ପଞ୍ଚାୟତ ସଂଖ୍ୟା, ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍‌ ସଂଖ୍ୟା, କେଉଁ ଦଳର ସମର୍ଥିତ ପ୍ରାର୍ଥୀ

୧ ଜୟପୁର, ୨୨, ତିଳୋତ୍ତମା ମୁଦୁଲି, ୧୨, ବିଜେଡି
୨ କୋରାପୁଟ, ୧୪, ନମିତା ମାଝି, ୯, କଂଗ୍ରେସ
୩ ସେମିଳିଗୁଡ଼ା, ୧୭, ଲିଲି ଅଣ୍ଟବରିଆ, ନିର୍ଦ୍ବନ୍ଦ୍ବ, ବିଜେଡି
୪ କୋଟପାଡ଼, ୧୭, କମଳା ଭତ୍ରା, ନିର୍ଦ୍ବନ୍ଦ୍ବ, ବିଜେଡି
୫ ନନ୍ଦପୁର, ୨୩, ସାବ୍ରିତ୍ରୀ କାର୍ତ୍ତୁଲା, ନିର୍ଦ୍ବନ୍ଦ୍ବ, ବିଜେଡି
୬ ପଟାଙ୍ଗି, ୧୪, କଳ୍ପନା ପାଙ୍ଗି, ୮, ବିଜେଡି
୭ କୁନ୍ଦୁରା, ୧୬, ରାଜେଶ୍ବରୀ ପରଜା, ୯, କଂଗ୍ରେସ
୮ ବୈପାରିଗୁଡ଼ା, ୨୦, ପ୍ରଶାନ୍ତ ଗୁପ୍ତା, ୧୧, ବିଜେଡି
୯ ବୋରିଗୁମ୍ମା ,୩୧, ଦୀପ୍ତିମୟୀ ନାୟକ, ୧୮, ବିଜେଡି
୧୦ ଲକ୍ଷ୍ମୀପୁର, ୧୩, ସୁଆଇ କିଲେସିକା, ୮, ବିଜେଡି
୧୧ ନାରାୟଣପାଟଣା, ୯, ଗୋଲାଦି ତ୍ରିନାଥ, ନିର୍ଦ୍ବନ୍ଦ୍ବ, ବିଜେଡି
୧୨ ବନ୍ଧୁଗାଁ, ୧୩, ଲକ୍ଷ୍ମୀ ମିଣିଆକା, ୮, ବିଜେଡି
୧୩ ଲମତାପୁଟ, ୧୫, ତାପସ ଚାଲାଣ, ୯, ବିଜେଡି
୧୪ ଦଶମନ୍ତପୁର, ୧୬, ପୂର୍ଣ୍ଣିମା ଜାନୀ, ୯, ବିଜେଡି

ସମ୍ବନ୍ଧିତ ଖବର