କୋରାପୁଟ: ୧୪ ଜିଲ୍ଲା ପରିଷଦ ଆସନରୁ ୮ରେ ବିଜେଡି, ୫ରେ କଂଗ୍ରେସ ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ

କୋରାପୁଟ: କୋରାପୁଟ ଜିଲ୍ଲାର ୧୪ଟା ଜିଲ୍ଲା ପରିଷଦ ଆସନର ଭୋଟ୍ ଗଣତି  ପରେ ଫଳାଫଳ ସାମନାକୁ ଆସିଛି। ୮ଟିରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି। ଜିଲ୍ଲାର ୫ଟି ଆସନରେ କଂଗ୍ରେସ ଓ ଗୋଟିଏ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ନିମ୍ନରୁ ଜାଣନ୍ତୁ କୋରାପୁଟ ଜିଲ୍ଲାର ପ୍ରଥମ ଦିନର ଜିଲ୍ଲା ପରିଷଦ ଭୋଟ ଗଣତିର ଫଳାଫଳ :

ଜୟପୁର ଜୋନ ୭-ତପତି ପଟ୍ଟନାୟକ-ବିଜେଡି
ବୋରିଗୁମ୍ମା ଜୋନ ୨୧-ପ୍ରସାଦ ବିଡିକା-ବିଜେଡି
କୋଟପାଡ ଜୋନ ୩-ତ୍ରିପତି ଚାଲାଣ,ବିଜେଡି
କୁନ୍ଦୁରା ଜୋନ ୧-ରାଧା ବିନୋଦ ସାମନ୍ତରାୟ-ବିଜେଡି
ବୈପାରୀଗୁଡା ଜୋନ ୧୯-ରାଜେଶ ମହୁରିଆ-ଵିଜେଡି
ଲମତାପୁଟ ଜୋନ ୨୬-ପୁର୍ଣ୍ଣଚନ୍ଦ୍ର ପାଙ୍ଗି-କଂଗ୍ରେସ
ନନ୍ଦପୁର ଜୋନ ୧୨- ଅଭିଲାଶୀ ନାୟକ-ବିଜେଡି
ପଟ୍ଟାଙ୍ଗି ଜୋନ ୧୫-ଟିକାଇ ଗେମେଲ,ସ୍ବାଧୀନ ପ୍ରାର୍ଥୀ (୩୭୧୦ଭୋଟ)
ସେମିଳିଗୁଡା ଜୋନ ୨୪- ଯଶୋଦା ଖିଲ,କଂଗ୍ରେସ(୯୫ଭୋଟ)
କୋରାପୁଟ ଜୋନ ୫-ରଘୁ ଜାନୀ,ବିଜେଡି (୨୦୪୧ ଭୋଟ)
ଦଶମନ୍ତପୁର ଜୋନ ୧୦- ଲଳିତା ଜାନୀ,କଂଗ୍ରେସ (୨୫୪୮ ଭୋଟ)
ଲକ୍ଷ୍ମୀପୁର ଜୋନ ୨୮-ହିଙ୍ଗୁ ସାଉଁତା,କଂଗ୍ରେସ (୫୩୩ ଭୋଟ)
ନାରାୟଣପାଟଣା ଜୋନ ୧୪-ରେମ୍ବୋ ସାରିକା,କଂଗ୍ରେସ (୫୮୬ ଭୋଟ)
ବନ୍ଧୁଗାଁ ଜୋନ ୧୭-ସସ୍ମିତା ମେଲେକା,ବିଜେଡି(୨୦୧୭ ଭୋଟ)

ସମ୍ବନ୍ଧିତ ଖବର