ଆଜି ବିଏସ୍‌ପିରେ ମିଶିବେ ସଗରିଆ

0

ଭୁବନେଶ୍ବର : କୋରାପୁଟ ବିଧାୟକ ପଦରୁ ଇସ୍ତଫା ଦେଇଥିବା ତଥା‌ କଂଗ୍ରେସ ଦଳରୁ ବହିଷ୍କୃତ ନେତା କୃଷ୍ଣଚନ୍ଦ୍ର ସଗରିଆ ଆସନ୍ତାକାଲି ବହୁଜନ ସମାଜ ପାର୍ଟି(ବିଏସ୍‌ପି)ରେ ଯୋଗ ଦେଉଛନ୍ତି। ଆସନ୍ତାକାଲି ଲୋୟର ପିଏମ୍‌ଜି ଛକରେ ଆୟୋଜିତ ହେବାକୁ ଥିବା ଏକ ମିଶ୍ରଣ ପର୍ବରେ ସଗରିଆ ନିଜ ସମର୍ଥକମାନଙ୍କ ସହିତ ଆନୁଷ୍ଠାନିକ ଭାବେ ବିଏସ୍‌ପିରେ ଯୋଗଦେବେ। ମିଶ୍ରଣ ପର୍ବରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.