ହିଞ୍ଜିଳିକାଟୁ/ଶେରଗଡ଼: ନିର୍ବାଚନ ପାଖେଇ ଆସୁଥିବା ବେଳେ ହାଇପ୍ରୋଫାଇଲ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି।
ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ୩ ନିର୍ବାଚନମଣ୍ଡଳୀକୁ ହାଇପ୍ରୋଫାଇଲ୍ ପ୍ରଚାରରେ ଆସୁଥିବା ବେଳେ ଆଜି ଅଭିନେତା କୁନା ତ୍ରିପାଠୀ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ ଗସ୍ତ କରି ରୋଡ୍ ସୋ’ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭୋଟଭିକ୍ଷା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/kuna.jpg)