ଲାଲ୍‌ଚାନ୍ଦ୍‌ରେ ବିବାହ ଉତ୍ସବ ଅଫର୍‌

ଭୁବନେଶ୍ବର : ରାଜ୍ୟର ପ୍ରମୁଖ ଗହଣା ସୋ’ରୁମ୍ ଲାଲଚାନ୍ଦ୍‌ ପକ୍ଷରୁ ବିବାହ ଉତ୍ସବ ଅଫର ଘୋ‌ଷଣା କରାଯାଇଛି। ବିଆଇଏସ୍ ହଲମାର୍କ ଯୁକ୍ତ ୨୨ କ୍ୟାରେଟ୍ ସୁନା ଗହଣାର ଗଢ଼ା ମଜୁରି ଗ୍ରାମ୍ ପିଛା ଫ୍ଲାଟ୍ ୩୯୫ ଟଙ୍କା ନିଆଯାଉଛି। ରୁପା ଗହଣାର ଗଢ଼ା ମଜୁରି ଉପରେ ୫୦% ରିହାତି ଦିଆଯାଉଛି। ସାର୍ଟିଫାଏଡ୍ ହୀରା ଗହଣାର ଗଢ଼ା ମଜୁରି ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ବ୍ରାଣ୍ଡେଡ୍ ହାତ ଘଣ୍ଟା ଉପରେ ଫ୍ଲାଟ୍ ୧୦% ରିହାତି ଘୋଷଣା କରାଯାଇଛି। ଏଥିସହିତ ୬ଟି ହୋଣ୍ଡା ହରନେଟ୍ ବାଇକ୍, ୩ଟି ମାରୁତି ସୁଜୁକି ଏସ୍‌-ପ୍ରେସୋ, ୩୦ଟି ବ୍ଲୁ ଷ୍ଟୋନ୍ ହୀରା ଅଳଙ୍କାର, ୧୦୦ଟି ସାନ୍ତ୍ବନାମୂଳକ ପୁରସ୍କାର ସହିତ ୩୬ ଜଣ ଲକ୍ଷପତି ହେବା ସୁଯୋଗ ରହିଛି।

ସମ୍ବନ୍ଧିତ ଖବର