ଭୁବନେଶ୍ବର: ଓଡ଼ିଶାରେ ବୃହତ୍ ଆଲୁମିୟମ୍ ପ୍ରକଳ୍ପ ହେବ। ଏନେଇ ରାଜ୍ୟ ସରକାରଙ୍କୁ ବେଦାନ୍ତ ପ୍ରସ୍ତାବ ଦେଇଛି। କଂପାନିର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ୧ ଲକ୍ଷ ୬୦ ହଜାର କୋଟି ଟଙ୍କାର ନିବେଶ କରିବେ। ୩୦ ଲକ୍ଷ ଟନର ଆଲୁମିୟମ୍ ଉତ୍ପାଦନ ହେବ। ସାଢେ ୩ ବର୍ଷ ଭିତରେ ପ୍ରକଳ୍ପ ସାରିବାକୁ ପ୍ରସ୍ତାବ ରଖାଯାଇଛି। ଡାଉନ୍ ଷ୍ଟ୍ରିମ ଆଲୁମିନିୟମ ପାର୍କ କରିବାକୁ ପ୍ରସ୍ତାବ ରହିଛି। ଅନିଲ ଅଗ୍ରୱାଲ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଅନିଲ ଅଗ୍ରୱାଲ ଖୁବଶୀଘ୍ର ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ।
ଓଡ଼ିଶାରେ ହେବ ବୃହତ୍ ଆଲୁମିୟମ୍ ପ୍ରକଳ୍ପ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରନ୍ତି ଅନିଲ ଅଗ୍ରୱାଲ
ଓଡ଼ିଶାରେ ବୃହତ୍ ଆଲୁମିୟମ୍ ପ୍ରକଳ୍ପ ହେବ। ଏନେଇ ରାଜ୍ୟ ସରକାରଙ୍କୁ ବେଦାନ୍ତ ପ୍ରସ୍ତାବ ଦେଇଛି। କଂପାନିର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ୧ ଲକ୍ଷ ୬୦ ହଜାର କୋଟି ଟଙ୍କାର ନିବେଶ କରିବେ।
/sambad/media/media_files/2025/10/13/anil-2025-10-13-23-27-23.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)