ଭୁବନେଶ୍ବର: ଭରତପୁର ଥାନା ଘଟଣା ଏବଂ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ଉପରେ ପ୍ରତିକ୍ରିୟା ରଖିଛନ୍ତି ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। ସେ କହିଛନ୍ତି, ପୂର୍ବ ସରକାରଙ୍କ ଅବସାନ ପରେ ନୂଆ ସରକାରଙ୍କୁ ୧୦୦ ଦିନ ପୂରିଛି। ନୂଆ ସରକାରଙ୍କ ଯଦି ବିଲକ୍ଷଣ ଦେଖୁଛନ୍ତି ସେଥିରେ ପୂର୍ବ ସରକାରଙ୍କ ଛୁଙ୍କ ଥିବ। ୧୦୦ ଦିନରେ କୌଣସି ସରକାରଙ୍କୁ ଆଇନଶୃଙ୍ଖଳା ନେଇ ପ୍ରଶ୍ନ କରିବା ଉଚିତ ନୁହେଁ। ୨୦୦ ଦିନ ପୂରିଲେ ଯାହା ଅଭିଯୋଗ କରିବେ େସଥିରେ ସହମତ ହେବେ। ଏବେ ଆଇନଶୃଙ୍ଖଳା ନେଇ ଯେଉଁମାନେ ପ୍ରଶ୍ନ କରୁଛନ୍ତି ସେମାନେ ଆଗରୁ କେଉଁଠି ଥିଲେ? ଏବେ ଗାତରୁ ବାହାରି କହୁଛନ୍ତି ବୋଲି କଟାକ୍ଷ କରିଛନ୍ତି ଶ୍ରୀ ପଟ୍ଟନାୟକ।
୧୦୦ ଦିନରେ ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ କରିବା ଉଚିତ ନୁହେଁ: ସୌମ୍ୟରଞ୍ଜନ
ଭରତପୁର ଥାନା ଘଟଣା ଏବଂ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ଉପରେ ପ୍ରତିକ୍ରିୟା ରଖିଛନ୍ତି ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। ସେ କହିଛନ୍ତି, ପୂର୍ବ ସରକାରଙ୍କ ଅବସାନ ପରେ ନୂଆ ସରକାରଙ୍କୁ ୧୦୦ ଦିନ ପୂରିଛି।
/sambad/media/post_attachments/wp-content/uploads/2022/10/soumyaranjan-pattnayak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)