ନନ୍ଦନକାନନରେ ୮ ବର୍ଷର କଳରାପତରିଆ ବାଘର ମୃତ୍ୟୁ

ଭୁବନେଶ୍ୱର: ଆଜି ସକାଳେ ନନ୍ଦନକାନନରେ ଏକ ୮ ବର୍ଷ ବୟସର କଲରାପତରିଆ ବାଘର ମୃତ୍ୟୁ ଘଟିଛି। ୨୦୧୩ ମସିହାରେ ଗୁଜୁରାଟରୁ ଏହି କଲରାପତିରିଆ ବାଘଟିକୁ ନନ୍ଦନକାନନ ଅଣାଯାଇଥିଲା। ଏହି କଲରାପତରିଆ ବାଘଟି ଗତକାଲି ଠାରୁ ଅସୁସ୍ଥ ହୋେଇପଡ଼ିଥିଳା। ତେଣୁ ତାକୁ ଏକ ଆଇସୋଳେଟଡ୍‌ ଚାମ୍ବରରେ ରୀଖାଯାଇ ଚିକିତ୍ସା କରାଯାଉଥିଲା। ଗତକାଲି ବାଘଟି ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ଆଜି ସକାଳୁ ଆଇସୋଲେଟେଡ୍‌ ଏନକ୍ଲୋଜର ଭିତରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର