ବାଲ୍ୟ ବିବାହ ମୁକ୍ତ ୱାର୍ଡ ଘୋଷଣା ପାଇଁ ଚିଠି

ଭୁବନେଶ୍ବର : ୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ଓଡ଼ିଶା। ଏହାକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ଏଥି ଅନ୍ତର୍ଗତରେ ବାଲ୍ୟ ବିବାହ ମୁକ୍ତ ଗାଁ, ଓ୍ବାର୍ଡ ଘୋଷଣା ପାଇଁ ମହିଳା-ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାପାଳ ଏବଂ ୫ ମ୍ୟୁନିସିପାଲ କମିସନଙ୍କୁ ଚିଠି କରାଯାଇଛି। ଏସଂକ୍ରାନ୍ତରେ ଗାଇଡ୍‌ଲାଇନ ରହିଛି। ଏହାକୁ ଆଧାର କରି ଏହି ଘୋଷଣା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର