ରାଉରକେଲା: ସ୍ବାମୀ ହତ୍ୟାକାରୀ ପତ୍ନୀଙ୍କୁ ଆଜୀବନ କାରାଦଣ୍ଡ, ପ୍ରେମିକ ନିର୍ଦୋଷରେ ଖଲାସ

ରାଉରକେଲା : ପତି ହତ୍ୟାକାରୀ ପତ୍ନୀଙ୍କୁ ଆଜୀବନ ଜେଲ ଦଣ୍ଡ ହୋଇଛି। ରାଉରକେଲା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଦୀପକ କୁମାର ଏହି ରାୟ ଶୁଣାଇଛନ୍ତି। ଟିମ୍ବର କଲୋନିର ମଞ୍ଜିତ କୌରଙ୍କୁ ଆଜୀବନ କାରାଦଣ୍ଡଦେଶ ସହ ଦଶ ହଜାର ଟଙ୍କାର ଜରିମାନା କରିଛନ୍ତି। ଅପରପକ୍ଷରେ ପ୍ରେମିକ ପଞ୍ଜାବର ଦଲଜିତ ସିଂଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ନ୍ୟାୟାଳୟ।

ସୂଚନାଯୋଗ୍ୟ, ୨୦୧୭ ମସିହା ଅକ୍ଟୋବର ଏକ ତାରିଖ ରାତିରେ ମଞ୍ଜିତ ସ୍ୱାମୀ ପପୁ ସିଂହଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେl

ସମ୍ବନ୍ଧିତ ଖବର