ପୁରୀ: ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ଥାନା ଅଞ୍ଚଳରୁ ଦେଶୀ ମଦ ଜବତ କରାଯାଇଥିବାର ଖବର ମିଳିଛି। ଆଜି ସକାଳେ ମାଲୁଦା ଜେନା ସାହିରେ ଥିବା ବସନ୍ତ କୁମାର ଜେନା ଓରଫ ଡମ୍ବରୁଧରଙ୍କ ଘରୁ ୧୨୬ ଲିଟର ମଦ ଜବତ ହୋଇଛି। ଅଭିଯୁକ୍ତ ବସନ୍ତ କୁମାର ଜେନାଙ୍କୁ ପୁଲିସ ଗିରଫ କରିଛି। ତାଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି।
ଏନେଇ କୃଷ୍ଣ ପ୍ରସାଦ ଥାନାରେ କେସ୍ ନଂ-୧୫୮/୨୦ରେ ଏକ ମାମଲା ରୁଜ୍ଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/bb.jpg)