ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆଜି ଶେଷ ହୋଇଛି। ଆଜି ରାଜ୍ୟର ୩୦ଟି ଜିଲ୍ଲା ପରିଷଦ ପଦବି ପାଇଁ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ମୋଟ ୩୦ଟି ଜିଲ୍ଲାରେ ବିଜେଡିର ପ୍ରାର୍ଥୀମାନେ ଜିଲ୍ଲାପରିଷଦ ଅଧ୍ୟକ୍ଷ/ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କିଏ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ।
/sambad/media/post_attachments/wp-content/uploads/2022/03/jilaa-parisada-1.jpg)
ରାଜ୍ୟର ସମସ୍ତ ଜିଲ୍ଲାରେ ବିଜେଡିର ପ୍ରାର୍ଥୀ ଅଧ୍ୟକ୍ଷ ପଦବି ହାସଲ କରିଥିବାରୁ ବିଜେଡିର ରାଜ୍ୟସଭା ସାଂସଦ ମୁନ୍ନା ଖାଁ କହିଛନ୍ତି ଯେ, ପଞ୍ଚାୟତିରାଜ ବ୍ୟବସ୍ଥାରେ ୩୦ଟି ଜିଲ୍ଲା ପରିଷଦ ବିଜେଡିକୁ ମିଳିବା ଓଡ଼ିଶା ଇତିହାସରେ ପ୍ରଥମ। ତେଣୁ ଆମକୁ ଓଡିଶାବାସୀ ଏକ ଗୁରୁଦାୟିତ୍ୱ ଦେଇଛନ୍ତି। ଏଇ ଭଳି ଐତିହାସିକ ବିଜୟ କେବେ କାହାର ହୋଇ ନଥିଲା ଏଥି ପାଇଁ ଆମକୁ ଅଧିକ ଦାୟିତ୍ୱ ସମ୍ପର୍ଣ୍ଣ ହେବାକୁ ପଡ଼ିବ ଲୋକଙ୍କ ବିଶ୍ବାସକୁ କାଏମ ରଖି ଲୋକଙ୍କ ପାଇଁ କାମ କରିବାକୁ ହେବ।
/sambad/media/post_attachments/wp-content/uploads/2022/03/jilaa-parisada-2-4.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/jillaparisad-adhakhya-13_Thumb-1.jpg)
/sambad/media/post_attachments/wp-content/uploads/2022/03/1574f00f-98a5-49fc-8678-a4299e18da76-1024x576.jpg)
/sambad/media/post_attachments/wp-content/uploads/2022/03/36a19b0f-b8d0-46b4-8dde-8c8aa3417d30.jpg)
/sambad/media/post_attachments/wp-content/uploads/2022/03/jilaa-parisada-3.jpg)